ହାତିମୁଣ୍ଡା ପଞ୍ଚାୟତର ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟିକୁ ଅପେକ୍ଷା ?
ବାଲିଗୁଡା (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଧିନସ୍ତ ଉପାନ୍ତ ଇଲାକାରେ ରହିଛି ହାତିମୁଣ୍ଡା ଗ୍ରାମ ପଞ୍ଚାୟତ। ବ୍ରାହ୍ମଣୀଗାଁ-ଦାରିଙ୍ଗବାଡ଼ି ପୂର୍ତ୍ତ ବିଭାଗ...