Year: 2021

ବ୍ଲକ ସମ୍ମୁଖରେ ଜିଆରଏସଙ୍କ ବିରୋଧରେ ସରପଞ୍ଚଙ୍କ ଧାରଣା

ଯାଜପୁର (ସଙ୍କେତ ଖବର) : ଯାଜପୁର ଜିଲା କୋରେଇ ବ୍ଳକ ମକୁନ୍ଦପୁର ପଞ୍ଚାୟତ ସରପଞ୍ଚ ସୁକାନ୍ତି ଯେନା ବ୍ଳକ ସମ୍ମୁଖରେ ଧାରଣାରେ ବସି ରହି ଜିଆରଏସଙ୍କ ବିରୋଧରେ...

କୋଭିଡ ଟିକା ଆବଣ୍ଟନ ବାବଦରେ ସୂଚନା: ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭୂବନେଶ୍ୱର (ସଙ୍କେତ ଖବର) : ୨୦୨୧ ଜୁନ ମାସ ନିମନ୍ତେ ଜାତୀୟ କୋଭିଡ ଟିକାକରଣ ଲାଗି ପାଖାପାଖି ୧୨ କୋଟି ଡୋଜ ଉପଲବ୍ଧ ହେବ । ୨୦୨୧...

ଆଷାଢୀ: ସନ୍ତୋଷ କୁମାର ସେଠୀ

ଦୋରଗୁଡା ଗାଁ କୁ ଆସିବା ମୋର ଅନେକ ଥର ହେଲାଣି। ପାହାଡ଼ ପର୍ବତ ଘେରା ଆଦିବାସୀ ଗାଁ ଟିଏ। ଅନେକ ଶିଶୁ ଓ ମାଙ୍କର ମୃତ୍ୟୁ ଘଟିବା...

ଉଦୀୟମାନ ପରିବାର ପକ୍ଷରୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

ଯାଜପୁର (ସଙ୍କେତ ଖବର) : ସମଗ୍ର ଦେଶରେ ମହାମାରୀ କରୋନା ନିଜର କାୟା ବିସ୍ତାର କରୁଛି । ଏନେଇ ରାଜ୍ୟରେ ଲକଡାଉନ ସଟଡାଉନ ମଧ୍ୟ ଜାରି ରହିଥିବା...

ପଥର ମାପିଂଆଙ୍କ ବିରୋଧରେ ଏତଲା ଦେଲେ ବିଜେଡି ନେତା ସତୀଶ ବିଶ୍ୱାଳ

ଯାଜପୁର(ସଂକେତ ଖବର): ସମସ୍ତ ପ୍ରକାର ହରିଲୁଟ ପାଇଁ ଚର୍ଚ୍ଚାରେ ରହିଛି ଯାଜପୁର ଜିଲ୍ଲାର ଧର୍ମଶାଳା । ଏଠାରେ କେତେକ ମାଫିଆ ନିୟମିତ ହରିଲୁଟ ଚଲାଇଥିବା ବେଳେ ଏହାକୁସୁରକ୍ଷା...

ନବ ବିବାହିତ ମହିଳା ପ୍ରେମୀକ ସହ ମାରିଲେ ଚମ୍ପଟ

ଯାଜପୁର (ସଙ୍କେତ ଖବର): ଜଣେ ନବ ବିବାହିତା ମହିଳା ବାପ ଘରକୁ ଆସି ନିଜର ପୂର୍ବ ପ୍ରେମୀକ ସହ କେଉଁ ଆଡେ ଫେରାର ହୋଇଯିବା ପରି ଏକ...

ବନ୍ୟାଞ୍ଚଳ ଲୋକଙ୍କ ସହ ଆଲୋଚନା କଲେ ବିଧାୟିକା ପ୍ରମିଳା ମଲ୍ଲିକ୍‌

ଯାଜପୁର (ସଙ୍କେତ ଖବର): ସାମୁଦ୍ରିକ ବାତ୍ୟା ୟାସ୍ ଲ୍ୟାଣ୍ଡଫଲ୍ କରିବା ସମୟରେ ଗତ ଦୁଇ ଦିନ ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ।...

କଣ୍ଟପଡା ଠାରେ ହୋଇଥିବା ଘାଇ ମନୁଷ୍ୟକୃତ : ଗୌତମ ରାୟ

ଯାଜପୁର (ସଙ୍କେତ ଖବର): ସାମୁଦ୍ରିକ ବାତ୍ୟା ୟାସ୍ ଲ୍ୟାଣ୍ଡଫଲ୍ କରିବା ସମୟରେ ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ବନ୍ୟା ହୋଇଛି ।...

ପୋଖରୀରୁ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର

ଗଜପତି (ସଙ୍କେତ ଖବର) : ପାରଳାଖେମୁଣ୍ଡି କ୍ରୀଷ୍ଣା ସୀନେମା ଟକିଜ ନିକଟରେ ଥିବା ପୋଖରୀରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସନ୍ଧ୍ୟା ସମୟରେ...

ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ କଣ କହିଲେ ମୁଖ୍ୟମନ୍ତ୍ରୀ ?

ଭୂବନେଶ୍ୱର (ସଙ୍କେତ ଖବର) : ଓଡିଶାବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ତଥା ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇ ବର୍ଷ...

You cannot copy content of this page