ତାଙ୍କ ସଙ୍ଗୀତରେ ଭାବାବେଗର ବିବିଧତା ଥିଲା: ବାପି ଲାହିରିଙ୍କ ବୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ନୂଆଦିଲ୍ଲୀ: ଡିସ୍କୋ-କିଙ୍ଗ୍ ବାପି ଲାହିରିଙ୍କ ବିୟୋଗରେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତେ ଅନ୍ୟାନ୍ୟ ଅନେକ ରାଜନେତା ଶୋକବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଏକାଧିକ ଶାରୀରିକ ସମସ୍ୟା ଯୋଗୁଁ ମୃତ୍ୟୁବରଣ...