SANKETKHABAR

ୟାଜଦାନି ପ୍ଲାଣ୍ଟ ପାଲଟିଛି ଶ୍ରମିକଙ୍କ ପାଇଁ ମରଣଯନ୍ତା, ୬ ମାସ ରେ ମଲେଣି  ୩ ଶ୍ରମିକ

ଯାଜପୁର : କଳିଙ୍ଗନଗର ଶିଳ୍ପାଚଂଳରେ ରହିଥିବା କଳକାରଖାନା ଗୁଡିକ ଶ୍ରମିକ ଓ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଆଖି ବୁଜିଦେଇଥିବା ଅଭିଯୋଗ ହୋଇଛି। ପଂଳରେ ଦିନକୁ ଶ୍ରମିକ ଦୁର୍ଘଟଣା...

ଯାଜପୁରରେ ଉଦଘାଟିତ ହୋଇଛି ଅତ୍ୟାଧୁନିକ ହୋଟେଲ ଶ୍ୟାମୋରା।

ଯାଜପୁର: ଯାଜପୁର ବସ ଷ୍ଟାଣ୍ଡ ନିକଟରେ ଏକ ଅତ୍ୟାଧୁନିକ ହୋଟେଲ ଖୋଲିଛି। ଯାଜପୁର ଜିଲ୍ଲାରେ ସୁନା ଗହଣା ବ୍ୟବସାୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଥିବା ପୃଷ୍ଟି...

ରସଗୋଲାକୁ ନେଇ ଏମତି କାହିଁକି କହିଲେ ଝିଲିକ?

ଭୁବନେଶ୍ୱର (ସଙ୍କେତ ଖବର) ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ କାଳ କାଳ ରୁ ରହି ଆସିଛି। ଓଡିଶା ନିଜର ହକ ପାଇବା ପାଇଁ ସବୁବେଳେ ପଶ୍ଚିମବଙ୍ଗ...

ଯାଜପୁରରେ ବନ୍ୟା ବିତ୍ପାତ,ବଢ଼ୁଛି ବିପନ୍ନଙ୍କ ଦୁର୍ଦ୍ଧଶା

ଯାଜପୁର : ଯାଜପୁର ଜିଲ୍ଲା ର ବୈତରଣୀ ନଦୀ ଏବଂ ଏହାର ଶାଖା କାଣୀ ନଦୀରେ ଆସିଥିବା ବନ୍ୟା ଯୋଗୁଁ ଦଶରଥପୁର ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।...

ଯାଜପୁରର ସାହିତ୍ୟିକ ରବି ଶତପଥୀ କ୍ୟୁବା ରାଷ୍ଟ୍ରଦୂତଙ୍କ ଦ୍ୱାରା ସମ୍ମାନିତ

ଯାଜପୁର:ଇତିହାସ ପୃଷ୍ଠାର ମହାନ ବିପ୍ଲବୀ, ଏକଛତ୍ରବାଦୀ ଶାସନରୁ କ୍ୟୁବାକୁ ମୁକ୍ତ କରିଥିବା ଫିଡ଼େଲ କାଷ୍ଟ୍ରୋଙ୍କ ଜନ୍ମ ଶତବାର୍ଷିକୀ ସମାରୋହ କଟକର ଭାରତୀୟ ସାଂସ୍କୃତିକ ସହଯୋଗ ମୈତ୍ରୀ ସମିତି...

ସାର୍ ଦୋରାବଜୀ ଟାଟାଙ୍କ ୧୬୬ତମ ଜୟନ୍ତୀ ପାଳିତ

କଳିଙ୍ଗନଗର: ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ଯାଜପୁର ଜିଲ୍ଲା ଡୁବୁରିସ୍ଥିତ ପ୍ଲାଣ୍ଟରେ ବୁଧବାର ସାର୍ ଦୋରାବଜୀ ଟାଟାଙ୍କ ୧୬୬ତମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି। ଟାଟା ଷ୍ଟିଲ...

ସରକାରୀ ବିପଂଳତା ପାଇଁ ଜିଲ୍ଲାରେ ବନ୍ୟା ପରିସ୍ଥିତି :ପ୍ରମିଳା

ଯାଜପୁର : ଯାଜପୁର ଜିଲ୍ଳା ରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ବୈତରଣୀ ର ଶାଖା କାଣୀ ନଦୀ ରେ ଘାଇ ସୃଷ୍ଟି ହେବା ପଂଳରେ ଦଶରଥପୁର...

ହୋଟେଲ ମ୍ୟାନେଜମେଣ୍ଟ ଛାତ୍ର ଛାତ୍ରୀଙ୍କ ସ୍ୱାଗତ ଉତ୍ସବ

ଯାଜପୁର : ଯାଜପୁର ସହରସ୍ଥିତ ଇନ୍ଦିରା ଗାନ୍ଧୀ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଣ୍ଟ ପକ୍ଷରୁ ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଭବନ...

ଲିକୁଙ୍କ ବଢ଼ୁଛି ପତିଆରା,ବିଜେପି ବିଧାୟକ ବେସାହାରା

ଗତ ସାଧାରଣ ନିର୍ବାଚନ ପରଠାରୁ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ନେଇ ରାଜ୍ୟ ରାଜନିତୀରେ ବେଶ ଚର୍ଚ୍ଚା ଜୋର ଧରିଥଲା। ଏକଦା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ...

ଶିକ୍ଷୟିତ୍ରୀଙ୍କୁ ବିରଜା ସେବା ସମ୍ମାନ।

ଯାଜପୁର ଟାଉନ:: ଚିତାଳୋ ପଂଚାୟତର ରତନପାଳ ପ୍ରାଥମିକ ବିଦ୍ୟାଳୟର କୃତି ଶିକ୍ଷୟିତ୍ରୀ ତଥା ସମାଜ ସେବୀକା ଭାବରେ ସୁକାନ୍ତୀ ରାୟଙ୍କୁ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ମାନିତ କରାଯାଇଛି।...

You cannot copy content of this page