SANKETKHABAR

ଚଣ୍ଡିଖୋଲ କଲେଜ ଅଡିଟୋରିୟମ ଉଦଘାଟନି ଉତ୍ସବ ରେ ପୂର୍ବତନ ସାଂସଦ ଙ୍କୁ ଅସମ୍ମାନ ,ଦଳୀୟ କାର୍ଯ୍ୟକ୍ରମ କହି ବର୍ଜନ କରି ବିଧାୟକ ଙ୍କ ଉପରେ ବର୍ଷିଲେ ।

ଯାଜପୁର(ସଂକେତ ଖବର) ଚଣ୍ଡିଖୋଲ ବାବା ଭୈରବାନନ୍ଦ ମହାବିଦ୍ୟାଳୟର ନବ-ମାଳତୀ ଅଡିଟୋରିୟମ ଉଦଘାଟନକୁ ନେଇ ଦେଖାଦେଇଛି ବିବାଦ । ଉଦଘାଟନ ଉତ୍ସବରେ ଶାସକ ଦଳର ବିଧାୟକଙ୍କ ହୀନମନ୍ୟତା ଓ...

ମରୁଡ଼ିର ପଦଧ୍ଵନି ;କୋରେଇକୁ ମରୁଡି ଅଞ୍ଚଳ ଘୋଷଣା ପାଇଁ ଦାବି କଲା ବିଜେପି ।

କୋରେଇ (ସଂକେତ ଖବର )କୋରେଇ ଏକ କୃଷି ପ୍ରଧାନ ଅଞ୍ଚଳ । ଏହାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି ।...

ମହେନ୍ଦ୍ର କରଙ୍କର ସ୍ମୃତିରେ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ

ଭୁବନେଶ୍ବର (ସଂକେତ ଖବର ) : ଆମେରିକାରେ ଅବସ୍ଥାପିତ ଲବ୍ଧପ୍ରତିଷ୍ଠ ଆର୍କିଟେକ୍ଟ ସ୍ୱର୍ଗତ ମହେନ୍ଦ୍ର କରଙ୍କର ସ୍ମୃତି ଚାରଣ ଉଦ୍ଦେଶ୍ୟରେ ନିକଟରେ ଏକ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି...

ବିଭିନ୍ନ ଦାବି ନେଇ ଜିଲାପାଳ ସମ୍ମୁଖରେ ବାମ ସଂଗଠନ ସମୂହ ପକ୍ଷରୁ ବିକ୍ଷୋଭ

ଯାଜପୁର(ସଂକେତ ଖବର) ବିଭିନ୍ନ ଦାବି ନେଇ ଆଜି ଜିଲାପାଳ ଅଫିସ ସମ୍ମୁଖରେ ବାମ ସଂଗଠନ ସମୂହ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏ.ଆଇ.ଟି.ୟୁ.ସି., ଅଲ୍ ଇଣ୍ଡିଆ କୃଷକ...

ନାବାଳିକା କୁ ଦୁଷ୍ମର୍ମ  ଅଭି‌ଯୋଗରେ ଆସାମୀ କୁ ୧୦ ବର୍ଷ କାରାଦଣ୍ଡାଦେଶ।

ଯାଜପୁର(ସଙ୍କେତ ଖବର)  ନାବାଳିକା ଦୁଷ୍କର୍ମ ଘଟଣାରେ ଯାଜପୁର  ପୋକସୋ ଅଦାଲତ ଆସାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁସାରେ ଧର୍ମଶାଳା  ଥାନା ଅଞ୍ଚଳରେ ...

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଡ. ରୁଦ୍ରନାରାୟଣ ପୃଷ୍ଟିିଙ୍କୁ ସମ୍ବର୍ଦ୍ଧନା

ଯାଜପୁର (ସଙ୍କେତ ଖବର) ରସୁଲପୁର ବ୍ଲକ ଅନ୍ତର୍ଗତ ଓଡିଶୋ ଅଣ୍ଡେଇଗୋଡା ଗ୍ରାମରେ ଓଡିଶା ସାହିତ୍ୟ ଏକାଡେମୀ ଦ୍ବାରା ସମ୍ବର୍ଦ୍ଧିତ ବରିଷ୍ଠ ସାହିତ୍ୟକାର ଡ. ରୁଦ୍ରନାରାୟଣ ପୃଷ୍ଟିଙ୍କୁ ସ୍ବାଗତ...

ବ୍ୟାସନଗର:ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ସେଣ୍ଟ୍ ଜାଭିୟର୍ସ୍ ସ୍କୁଲ ହାସଲ କଲା ରେକର୍ଡ ।

ବ୍ୟାସନଗର (ସଙ୍କେତ ଖବର)ଆଜି ସିବିଏସଇ ବୋର୍ଡ ପକ୍ଷରୁ ଦଶମ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି । କୋରାନା କଟକଣା ହେତୁ ଚଳିତ ବର୍ଷ ଦଶମ ଶ୍ରେଣୀ...

ଅଟଳ ହତ୍ୟାକାଣ୍ଡ ମାମଲା, ଏସ୍‌ଡିଜେଏମ୍ କୋର୍ଟରେ ସାକ୍ଷୀଙ୍କ ବୟାନ ରେକର୍ଡ।

ଦଶରଥପୁର (ସଂକେତ ଖବର ) ବହୁ ଚର୍ଚ୍ଚିତ ମଙ୍ଗଳପୁର ଥାନା ଇସ୍‌ମାଇଲ୍‌ପୁର ଗ୍ରାମର ସୁବାସ କୁଅଁର ଓରଫ୍ ଅଟଳଙ୍କୁ ତାଙ୍କ ପତ୍ନୀ ମମତା କୁଅଁର ନିଜେ ହତ୍ୟାକରିଥିବା...

ଅଟଳ ହତ୍ୟା ମାମଲା,ପୋଲିସ ର ତଦନ୍ତ ରେ ଅସନ୍ତୁଷ୍ଟ ଗ୍ରାମବାସୀ ଥାନା ଘେରିଲେ।

ଦଶରଥପୁର(ସଂକେତ ଖବର) ମଙ୍ଗଳପୁର ଥାନା ଇସ୍‌ମାଇଲ୍‌ପୁର ଗ୍ରାମର ବିଜେପି ନେତା ସୁବାସ କୁଅଁର ଓରଫ୍ ଅଟଳଙ୍କ ହତ୍ୟା ଘଟଣା ପ୍ରତିବାଦ କରି ଗ୍ରାମବାସୀ ପକ୍ଷରୁ ଥାନା ଘେରାଉ...

ଓଡ଼ିଶାରେ ନର୍ସରୀ ବିକାଶ ପାଇଁ ୱେଭ୍‍ ଓ କଡିିଅମ୍‍ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ

ଭୁବନେଶ୍ୱର(ସଂକେତ ଖବର )ଓଡ଼ିଶାରେ ନର୍ସରୀ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷରେ ନିକଟରେ ରାଜ୍ୟର ୱାଲ୍‍ଡେନ୍‍ ଉଡ୍‍ସ ଇକୋ ଭିଲେଜ ଏବଂ ଆନ୍ଧ୍ରପ୍ରଦେଶର ସାର୍‍ ଆର୍ଥର କଟ୍ଟନ୍‍...

You cannot copy content of this page