ଅପରାଧ

କୋରେଇ: ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ, ଦୁର୍ବୃତ୍ତ ଙ୍କ ଆକ୍ରମଣ ରେ ଦମ୍ପତ୍ତି ଆହତ।

କୋରେଇ(ସଂକେତ ଖବର)କୋରେଇ ଥାନା ଅନ୍ଧାରୀ ପଞ୍ଚାୟତର ଏକାଧିକ ସ୍ଥାନରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ଥାନା ରେ ଅଭିଯୋଗ ହୋଇଛି | ଦୁବୃର୍ତ୍ତଙ୍କ ଭୁଜାଲି ମାଡ଼ରେ ଦମ୍ପତ୍ତି ଗୁରୁତର...

ବରୀ ପୋଲିସ ର ସଫଳତା,କୃଷ୍ଣନଗର ଡକାୟତି ଘଟଣା ରେ 6 ଗିରଫ

ବରୀ(ସଂକେତ ଖବର)ଯାଜପୁର ବରୀ ଥାନା କୃଷ୍ଣନଗର ଗ୍ରାମରେ ଗତ 28 ତାରିଖ ରାତିରେ ଜଣକ ଘରୁ ଡକାୟତି ଘଟଣାରେ ପୋଲିସ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି...

ଧର୍ମଶାଳା ପୁଲିସ ନିଷ୍କ୍ରିୟ , କୋର୍ଟ ନିର୍ଦ୍ଦେଶକୁ ଅଣଦେଖା ପ୍ରତିବାଦ ରେ ଏସପିଙ୍କ ଦ୍ୱାରସ୍ଥ ହେଲେ ପିଡିତା ପରିବାର

ପାଣିକୋଇଲି(ସଙ୍କେତଖବର)ଯାଜପୁର ଜିଲା ଧର୍ମଶାଳା ପୋଲିସ ର କାର୍ଯଧାରା ପ୍ରତିବାଦ ରେ ଏସ ପି ଙ୍କ ଦ୍ଵାରସ୍ଥ ହେଲେ ପୀଡ଼ିତା ପରିବାର। ଅଭିଯୁକ୍ତ ମାନଙ୍କ ପ୍ରତି ଅନୁକମ୍ପା ଥିବାରୁ...

ବର୍ଷିଆନ ସାମ୍ବାଦିକ ଜିମୁତ ମଙ୍ଗରାଜ ଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ।

ଭୁବନେଶ୍ୱର(ସଂକେତ ଖବର)ବରିଷ୍ଠ ସାମ୍ବାଦିକ ଡ଼.ଜୀମୁତ ମଙ୍ଗରାଜଙ୍କର ସଡକ ଦୁର୍ଘଟଣାରେ ପରଲୋକ ଘଟିଛି । ସେ ଖୋର୍ଦ୍ଧାରୁ ଭୁବନେଶ୍ୱର ଫେରୁଥିବା ବେଳେ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।...

ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ଫେରାର ଥିବା ଦୁଇ ନକଲି ମାଓବାଦୀ

ବାଲିଗୁଡ଼ା (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ପୁଣି ଦୁଇଜଣ ଫେକ୍ ମାଓବାଦୀ । ଗତ ୧୦ ତାରିଖରେ ଦାରିଙ୍ଗବାଡ଼ି...

ଉପକାରାଗାର ରେ ବିଚାରଧୀନ କଏଦୀ ର ମୃତ ଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଯାଜପୁର (ସଂକେତ ଖବର): ଯାଜପୁର ରୋଡ ଉପ କାରାଗାର ପରିସରରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲା ବିଚାରାଧୀନ କଏଦୀ । ଏକ ଚୋରି ଘଟଣାରେ ଚଳିତ...

ବରୀ ବ୍ରାହ୍ମଣୀ ନଦୀରେ ବୁଡି ଗଲେ ଦୁଇ ଯୁବକ

ବରୀ(ସଙ୍କେତ ଖବର)ଯାଜପୁର ଜିଲା ବରୀ ବ୍ଳକ ବ୍ରାହ୍ମଣୀ ନଦୀର ଶଙ୍କରାକୁଳ ଘାଟରେ ଅଘଟଣ । ଗାଧୋଉଥିବା ବେଳେ ବୁଡି ଯାଇ ଦୁଇ ଯୁବକ ମୃତ । ଗ୍ରାମବାସୀ...

ପୋଲିସ ପଞ୍ଝାରେ ୪ ନକଲି ମାଓବାଦୀ : ଟଙ୍କା ଓ ସୁନା ସହ ବିଭିନ୍ନ ମାରଣାସ୍ତ୍ର ଜବତ

ବାଲିଗୁଡ଼ା (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପୋଲିସ୍ ପଞ୍ଝାରେ ୪ଜଣ ନକଲି ମାଓବାଦୀ ବୁଧବାର ଧରାପଡିଛନ୍ତି । ପ୍ରକାଶ ଯେ, ଚଳିତ...

ଲିଫ୍ଟ ଦେଇ ଲୁଟର ଶିକାର ହେଲେ ଯୁବକ

ଧର୍ମଶାଳା (ସଙ୍କେତ ଖବର) : ଧର୍ମଶାଳା ଥାନା ୧୬ନଂ ଜାତୀୟ ରାଜପଥ ନିକଟରୁ ଜଣେ ବ୍ୟକ୍ତିଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି । ରାସ୍ତା କଡରେ ଲୋକଟି...

ଚମ୍ପଟ କଏଦୀକୁ ଡାକ୍ତଖାନା ସୁରକ୍ଷାକର୍ମୀଙ୍କ ଦ୍ୱାରା କାବୁ

ଯାଜପୁର (ସଙ୍କେତ ଖବର): ଡାକ୍ତରଖାନାକୁ ଚିକିତ୍ସିତ ହେବାକୁ ଆସି ଫେରାର ହୋଇ ଯାଉଥିବା ବିଚାରାଧିନ କଏଦୀକୁ କାବୁ କଲେ ଜେଲ କର୍ମଚାରୀ। ଆଜି ଯାଜପୁର ମୁଖ୍ୟ ଡାକ୍ତରଖାନାର...

You cannot copy content of this page