ଯାଜପୁର

ଝରାଫୁଲ ହତ୍ୟାକାଣ୍ଡ, ଶକ୍ତି ସ୍ୱାଇଁ ଗିରଫ,ଟଙ୍କା ପାଇଁ ହୋଇଥିଲା ହତ୍ୟା

ଯାଜପୁର:ଖୋଲିଲା ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାପୁଂଲର ହତ୍ୟା ରହସ୍ୟ । ଟଙ୍କା ନେଣଦେଣକୁ କେନ୍ଦ୍ର କରି ହୋଇଥିଲା ହତ୍ୟାକାଣ୍ଡ । ଝରାପୁଂଲ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟତମ...

ପଚ୍ଥୁଆ ବର୍ଗ ଲୋକ ମାନଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିର

ଯାଜପୁର, (ସଂକେତ ଖବର) ସାମାଜିକ ଓ ଶିକ୍ଷାଗତ ପଚ୍ଥୁଆ ବର୍ଗ ତାଲିକା ପ୍ରସ୍ତୁତି ସମୟରେ ନିଷ୍ଠାପର ଓ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ଜିଲ୍ଳ୍‌ାପାଳ ଚକ୍ରୱର୍ତୀ ସିଂହ...

ହରେକୃଷ୍ଣ ମହତାବଙ୍କ ପୁସ୍ତକର ହିନ୍ଦୀ ଅନୁବାଦ ଉନ୍ମୋଚନ କାର୍ଯ୍ୟକ୍ରମରର ସିଧାପ୍ରସାରଣ

ଯାଜପୁର: ହରେକୃଷ୍ଣ ମହତାବ ଫାଉଣ୍ଡେସନ୍ ତତ୍ତ୍ୱାବଧାନରେ ଡ. ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ପୁସ୍ତକ ଓଡ଼ିଶା ଇତିହାସର ହିନ୍ଦୀ ଭାଷାରେ ଅନୁବାଦ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମର ସିଧାପ୍ରସାରଣ...

ଗାଁ ପୋଖରୀ ରୁ ନର କଙ୍କାଳ ଠାବ

ଯାଜପୁର (ସଙ୍କେତ ଖବର)ଯାଜପୁର ସଦର ଥାନା ଅନ୍ତର୍ଗତ ଜାହାନପୁର ପଂଚାୟତର କପିଳେଶ୍ୱର ଗ୍ରାମରେ ଥିବା ଏକ ପୋଖରୀରୁ ଏକ ନର କଙ୍କାଳ ଠାବ କରାଯାଇଛି। ପଡିଥିବାର ଦେଖିବାକୁ...

ପାଣିକୋଇଲି ବରିଷ୍ଠ ନାଗରିକ ମଂଚର ଭ୍ରାମ୍ୟମାଣ ବୈଠକ

ଯାଜପୁର(ସଂକେତ ଖବର) ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଂଚାୟତ ଅନ୍ତର୍ଗତ ଅନନ୍ତବାସୁଦେବ ମ୍‌ଦୀର ପରିସରରେ ପାଣିକୋଇଲି ବରିଷ୍ଠ ନାଗରିକ ମଂଚର ଦ୍ୱିତିୟ ଭ୍ରାମ୍ୟମାଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।...

ବାଳାଶ୍ରମ ପରିସରରେ ଦକ୍ଷତା ବିକାଶ ଓ ଜୀବନ ଧାରଣ କୈାଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

ଯାଜପୁର (ସଂକେତ ଖବର) ଊତ୍କଳ ବାଳାଶ୍ରମ ପରିସରରେ ବିଭିନ୍ନ ବାଳାଶ୍ରମର ଅନ୍ତେବାସୀ ମାନଙ୍କର ଦକ୍ଷତା ବିକାଶ ଏବଂ ଜୀବନ ଧାରଣ କୈାଶଳ ସଂପର୍କରେ ଦୁଇ ଦିନିଆ ପ୍ରଶିକ୍ଷଣ...

ଯାଜପୁର ପୈାର ପରିଷଦରେ ବଡାଖାନା କାର୍ଯ୍ୟକ୍ରମ ।

ଯାଜପୁର, (ସଂକେତ ଖବର) ଯାଜପୁର ପୈାର ପରିଷଦ ପକ୍ଷରୁ ବଡାଖାନା କାର୍ଯ୍ୟକ୍ରମର ଆୟୋଜନ ବୁଧବାର ଅନୁଷ୍ଠିତ ହୋଇଥିଲା । ସପେଂଇ କର୍ମଚାରୀ ଓ ବିଭିନ୍ନ ୱାର୍ଡ ପାଇଁ...

ଜିଲ୍ଲା ରେଡ଼କ୍ରସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ।

ଯାଜପୁର (ସଂକେତ ଖବର) ରକ୍ତ ଅଭାବରୁ କାହାକୁ ମରିବାକୁ ଦିଆଯିବ ନାହିଁ । ତେଣୁ ରକ୍ତଦାନ ଶିବିର ଆୟୋଜନକୁ ପ୍ରୋତ୍ସାହିତ କରିବାକୁ ଜିଲ୍ଲାପାଳ ଚକ୍ରୱର୍ତ୍ତି ସିଂହ ରାଠୋର...

ଗାନ୍ଧୀଙ୍କ ଓଡିଶା ନାଟକରେ ଅଭିଭୁତ ଦର୍ଶକ ।

ଯାଜପୁର(ସଂକେତ ଖବର) ଗାନ୍ଧୀଙ୍କ ଆଦର୍ଶ, ବିଚାରଧାରା, ଚିନ୍ତା ଓ ଚେତନା କାଳଜୟୀ । ଯୁଗ ପରେ ଯୁଗ ଏହା ମାନବ ସମାଜର ଉଚିତ ମାର୍ଗ ଦର୍ଶନ କରିଚାଲିଥିବ...

ଓଡିଶା ଆଗମନର ଶତବାର୍ଷିକୀରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ।

ଯାଜପୁର(ସଂକେତ ଖବର) ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଓଡିଶା ଆଗମନର ଶତବାର୍ଷିକୀ ପାଳନ ଅବସରରେ ଯାଜପୁର ଜିଲ୍ଳ୍‌ା ପ୍ରଶାସନ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଚ୍ଥି । ୧୯୨୧...

You cannot copy content of this page