ରାଜ୍ୟ

ମିର୍ଜାପୁରରେ ରକ୍ତଦାନ ଶିବିର, ୪୭ ୟୁନିଟ୍ ରକ୍ତ ସଂଗୃହିତ

ଦଶରଥପୁର (ସଂକେତ ଖବର ) ଗ୍ରାମନନ୍ଦିପୁର ପଞ୍ଚାୟତ ମିର୍ଜାପୁର କମ୍ୟୁନିଟି ସେଣ୍ଟର ଠାରେ ନନ୍ଦିପୁର ଓ ବିରୁହାଁ ପଞ୍ଚାୟତ ଛାତ୍ର ବିଜେଡି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ...

ଦାନଗଦୀର ପ୍ରତି ଘରେ ପହଞ୍ଚିବ ପାଇପ ପାଣି :ପ୍ରୀତିରଞ୍ଜନ

ଦାନଗଦି (ସଂକେତ ଖବର )ଦାନଗଦୀ ବ୍ଲକର ପ୍ରତି ଘରକୁ ପାଇପରେ ପାଣି ଯୋଗାଇବା ଲକ୍ଷ୍ୟରେ,ଆସନ୍ତା ଡିସେମ୍ବର ସୁଦ୍ଧା ସବୁ ଗାଁରେ ପାଇପ ବିଛାଇବା କାମ ସରିବ। ଫଳରେ...

ବିଚିତ୍ରପୁର ଲୋକକଳା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ।

ଯାଜପୁର,(ସଂକେତ ଖବର ) ଯାଜପୁର ଜିଲ୍ଲା ଲୋକକଳା ଗ୍ରାମ ବିଚିତ୍ରପୁର ରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ...

ଯାଜପୁର ରେ ଓଡ଼ିଶା ସାମ୍ବାଦିକ ୟୁନିୟନ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଯାଜପୁର (ସଂକେତ ଖବର ) : ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନ୍ ସଂଘ ଦ୍ୱାରା ଆୟୋଜିତ ଓଡ଼ିଶା ସାମ୍ବାଦିକ ୟୁନିୟନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ସୁବର୍ଣ୍ଣ...

ବିଚିତ୍ରପୁର ଲୋକକଳା ଗ୍ରାମରେ ହେବ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ

ଯାଜପୁର (ସଂକେତ ଖବର )ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜିଲାର ଲୋକକଳା ଗ୍ରାମ ବିଚିତ୍ରପୁରରେ ବିବିଧ କାର୍ଯ୍ୟକ୍ରମର ରୂପରେଖ ଚୂଡ଼ାନ୍ତ ହୋଇଛି । ରାଜ୍ୟ ସଂସ୍କୃତି ବିଭାଗର...

ଶିକ୍ଷାବିତ ରାମଚନ୍ଦ୍ର ସାହୁଙ୍କ ଜନ୍ମଶତବାର୍ଷିକୀ ପାଳନ କମିଟି ଗଠିତ

ପାଣିକୋଇଲି(ସଂକେତ ଖବର) ପାଣିକୋଇଲି ମାଟିର ଦୁରଦ୍ରଷ୍ଟା ବରପୁତ୍ର ପାଣିକୋଇଲି ହାଇସ୍କୁଲର ପ୍ରତିଷ୍ଠାତା ତଥା ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ରାମଚନ୍ଦ୍ର ସାହୁଙ୍କ ଜନ୍ମ ଶତବାର୍ଷିକ ଉତ୍ସବ ପାଳନ କରାଯିବ ।...

ଟ୍ରେନ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ

ଯାଜପୁର (ସଙ୍କେତ ଖବର): ଡେଥ୍ ଜୋନ୍ ପାଲଟି ଯାଇଛି ଖୋସାଲିପୁର୍ ରେଳ ଧାରଣା।ଗତ ଏକ ମାସ ଭିତରେ ତିନି ତିନୋଟି ଅପମୃତ୍ୟୁ ଘଟଣା ଦେଖି ଆଖପାଖ ଅଞ୍ଚଳର...

ଅବକାରୀ ବିଭାଗର ଚଢାଉ,୪୧ ଲିଟର ଦେଶୀ ମଦ ଜବତ, ୩ ଗିରଫ

ଯାଜପୁର (ସଙ୍କେତ ଖବର): ଧର୍ମଶାଳା ଅବକାରୀ ବିଭାଗ ତରଫରୁ ବିଭିନ୍ନ ଗ୍ରାମରେ ଚଢାଉ କରି ୪୧ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ...

ପେଟ୍ରୋଲ ପମ୍ପ ନିକଟରୁ ୮ଫୁଟ ର ଅଜଗର ସାପ ଉଦ୍ଧାର

ଯାଜପୁର (ସଂକେତ ଖବର): ଯାଜପୁର ରୋଡ ଥାନା ଦଳା ଛକ ନିକଟରେ ଥିବା ସାହୁ ପେଟ୍ରୋଲ ପମ୍ପ ନିକଟରୁ ୭ ଫୁଟ ଲମ୍ବ ଏକ ଅଜଗର ସାପ...

ରାଷ୍ଟ୍ରୀୟ ଏକତା ଦିବସ ଅବସର ରେ “ଭାଷା ସଂଗମ” ମୋବାଇଲ ଆପର ଲୋକାର୍ପଣ

ଭୁବନେଶ୍ୱର (ସଙ୍କେତ ଖବର): ଆଜି ନୂଆଦିଲ୍ଲୀ ରେ ରାଷ୍ଟ୍ରୀୟ ଏକତା ଦିବସ ଅବସର ରେ 'ଭାଷା ସଂଗମ' ମୋବାଇଲ ଆପର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର...

You cannot copy content of this page