ରାଜ୍ୟ

ପୋଖରୀରେ ବୁଡି ମା ଓ ଝିଅ ମୃତ୍ୟୁ

ଯାଜପୁର (ସଙ୍କେତ ଖବର): ଯାଜପୁର ମଙ୍ଗଳପୁର ଥାନା ଥାଲକୁଡ଼ି ପଞ୍ଚାୟତ ଦକ୍ଷିଣବନ୍ଧ ଗ୍ରାମ ମହାନ୍ତିପାଟଣାରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀକୁ ଗାଧୋଇବାକୁ ଯାଇ ମା’...

ଓଡ଼ିଶାକୁ ବାତ୍ୟା “ୟାସ” କ୍ଷୟକ୍ଷତି ବାବଦକୁ ୫୦୦ କୋଟି ଘୋଷଣା

ଭୂବନେଶ୍ୱର (ସଙ୍କେତ ଖବର): ବାତ୍ୟା “ୟାସ” କ୍ଷୟକ୍ଷତି ବାବଦକୁ ଓଡ଼ିଶାକୁ ମିଳିବ ୫ଶହ କୋଟିର କେନ୍ଦ୍ରୀୟ ସହାୟତା। ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି...

ସାମ୍ବାଦିକଙ୍କ ପ୍ରତି ପୁଲିସ ର ଦୁର୍ବ୍ୟବହାର ଘଟଣା: ପ୍ରତିବାଦ କରାଯିବା ପାଇଁ ନିଷ୍ପତି

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ସାମ୍ବାଦିକ  ମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା ବେଳେ ସାମ୍ବାଦିକ ପେଷା ଓ କାର୍ଯ୍ୟ ଦକ୍ଷତାକୁ ନେଇ ସଙ୍କଟ...

ଗଡମଧୁପୁର ଓ ଜେନାପୁର ଅଂଚଳର ଲୋକଙ୍କ ବଢୁଛି ଦୁର୍ଦ୍ଦଶା

ଯାଜପୁର(ସଙ୍କେତ ଖବର): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡମଧୁପୁର ଏବଂ ଜେନାପୁର ଠାରେ ଥିବା ଦୁଇଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷ ଧରି ଡାକ୍ତର ପଦବୀ...

ବିଂଝାରପୁର ରେ ଡାକସେବା ବନ୍ଦ। ଗ୍ରାହକଙ୍କ ଅସନ୍ତୋଷ

ଯାଜପୁର (ସଙ୍କେତ ଖବର): ଯାଜପୁର ଜିଲ୍ଲା ବିଂଝାରପୁର ରେ ଥିବା ମୁଖ୍ୟ ଡାକଘରର ଡାକସେବା ଦୀର୍ଘ ୧୫ ଦିନହେଲା ଠପ୍ ହୋଇଯାଇଛି । ଯାହା ଫଳରେ ଗ୍ରାହକ...

ତୁମୁଡ଼ିବନ୍ଧ ବ୍ଲକ ଯୁବ ବିଜେଡ଼ି ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବାଲିଗୁଡା (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଯୁବ ବିଜେଡ଼ି ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତାଭାବ...

କୋଭିଡ଼ ନିୟମ ଭଲଙ୍ଘନ : ଭୋଜି ରାନ୍ଧି ଦେଲେ ୨୦ ହଜାର ଜୋରିମାନା

ବାଲିଗୁଡା (ସଙ୍କେତ ଖବର): କୋଭିଡ ନିୟମ ଉଲ୍ଲଘଂନ ଲଙ୍ଘନ କରି ବିବାହ ଉତ୍ସବ କରି ଭୋଜି ରାନ୍ଧି ଶେଷରେ ୨୦ ହଜାର ଟଙ୍କା ତଣ୍ଡ ଗଣିଥିବା ଘଟଣା...

ବୈତରଣୀ ନଦୀ ବିପଦ ସଂକେତ ଟପିଲା।

ଯାଜପୁର(ସଙ୍କେତ ଖବର)ବାତ୍ୟା ପରେ ବନ୍ୟା ଚିନ୍ତା। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବୈତରଣୀ ଏବଂ ଏହାର ଶାଖା ନଦୀ ରେ ପ୍ରଥମ ବନ୍ୟା ଆସିଛି। ଆଖୁଆପଦାଠାରେ...

ଯାଜପୁର ଜିଲ୍ଲାରେ ବାତ୍ୟା “ୟାସ” ର ପ୍ରଭାବ,ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ,ଉପୁଡ଼ିଲା ଗଛ

ଯାଜପୁର(ସଂକେତ ଖବର)ବାତ୍ୟା ୟାସ ଲ୍ୟାଣ୍ଡ ଫଲ ଆରମ୍ଭ ହେବା ପରେ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ବହିବା ଆରମ୍ଭ ହୋଇଛି। କେତେକ ସ୍ଥାନରେ ଗଛ...

ସୁକିନ୍ଦା ବିଧାୟକଙ୍କ ଉଦ୍ୟମ ରେ ଆସିଲା ଦୁଇଟି ଆମ୍ବୁଲାନ୍ସ, ରୋଗୀଙ୍କୁ ମିଳିବ ଉଚିତ ସେବା

ଯାଜପୁର (ସଙ୍କେତ ଖବର): ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ୨ଗୋଟି ଆମ୍ବୁଲାନ୍ସ ଯୋଗାଇଛନ୍ତି ବିଧାୟକ ପ୍ରିତିରଞ୍ଜନ ଘଡ଼ାଇ ।...

You cannot copy content of this page