ଯାଜପୁର

ପାଣିକୋଇଲି ବରିଷ୍ଠ ନାଗରିକ ମଂଚର ଭ୍ରାମ୍ୟମାଣ ବୈଠକ

ଯାଜପୁର(ସଂକେତ ଖବର) ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଂଚାୟତ ଅନ୍ତର୍ଗତ ଅନନ୍ତବାସୁଦେବ ମ୍‌ଦୀର ପରିସରରେ ପାଣିକୋଇଲି ବରିଷ୍ଠ ନାଗରିକ ମଂଚର ଦ୍ୱିତିୟ ଭ୍ରାମ୍ୟମାଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।...

ବାଳାଶ୍ରମ ପରିସରରେ ଦକ୍ଷତା ବିକାଶ ଓ ଜୀବନ ଧାରଣ କୈାଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

ଯାଜପୁର (ସଂକେତ ଖବର) ଊତ୍କଳ ବାଳାଶ୍ରମ ପରିସରରେ ବିଭିନ୍ନ ବାଳାଶ୍ରମର ଅନ୍ତେବାସୀ ମାନଙ୍କର ଦକ୍ଷତା ବିକାଶ ଏବଂ ଜୀବନ ଧାରଣ କୈାଶଳ ସଂପର୍କରେ ଦୁଇ ଦିନିଆ ପ୍ରଶିକ୍ଷଣ...

ଯାଜପୁର ପୈାର ପରିଷଦରେ ବଡାଖାନା କାର୍ଯ୍ୟକ୍ରମ ।

ଯାଜପୁର, (ସଂକେତ ଖବର) ଯାଜପୁର ପୈାର ପରିଷଦ ପକ୍ଷରୁ ବଡାଖାନା କାର୍ଯ୍ୟକ୍ରମର ଆୟୋଜନ ବୁଧବାର ଅନୁଷ୍ଠିତ ହୋଇଥିଲା । ସପେଂଇ କର୍ମଚାରୀ ଓ ବିଭିନ୍ନ ୱାର୍ଡ ପାଇଁ...

ଜିଲ୍ଲା ରେଡ଼କ୍ରସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ।

ଯାଜପୁର (ସଂକେତ ଖବର) ରକ୍ତ ଅଭାବରୁ କାହାକୁ ମରିବାକୁ ଦିଆଯିବ ନାହିଁ । ତେଣୁ ରକ୍ତଦାନ ଶିବିର ଆୟୋଜନକୁ ପ୍ରୋତ୍ସାହିତ କରିବାକୁ ଜିଲ୍ଲାପାଳ ଚକ୍ରୱର୍ତ୍ତି ସିଂହ ରାଠୋର...

ଗାନ୍ଧୀଙ୍କ ଓଡିଶା ନାଟକରେ ଅଭିଭୁତ ଦର୍ଶକ ।

ଯାଜପୁର(ସଂକେତ ଖବର) ଗାନ୍ଧୀଙ୍କ ଆଦର୍ଶ, ବିଚାରଧାରା, ଚିନ୍ତା ଓ ଚେତନା କାଳଜୟୀ । ଯୁଗ ପରେ ଯୁଗ ଏହା ମାନବ ସମାଜର ଉଚିତ ମାର୍ଗ ଦର୍ଶନ କରିଚାଲିଥିବ...

ଓଡିଶା ଆଗମନର ଶତବାର୍ଷିକୀରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ।

ଯାଜପୁର(ସଂକେତ ଖବର) ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଓଡିଶା ଆଗମନର ଶତବାର୍ଷିକୀ ପାଳନ ଅବସରରେ ଯାଜପୁର ଜିଲ୍ଳ୍‌ା ପ୍ରଶାସନ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଚ୍ଥି । ୧୯୨୧...

1 ମିନିଟରେ ୧୭ ଶ୍ଳୋକ ଗାଇ ସର୍ବ ଭାରତୀୟ ସ୍ତରରେ ପ୍ରଥମ ହେଲେ ଆଦ୍ୟାଜ୍ୟୋତି

ଯାଜପୁର(ସଂକେତ ଖବର) ଯାଜପୁର ସହରସ୍ଥ ବିବିସରାଇ ଗ୍ରାମର ଆଦିତ୍ୟ କୁମାର ଦାଶଙ୍କ ୧୦ ବର୍ଷର ଝିଅ ତଥା ସହରସ୍ଥ ଡିଏଭି ସ୍କୁଲର ୫ମ ଶ୍ରେଣୀର ଛାତ୍ରୀ ଆଦ୍ୟାଜ୍ୟୋତି...

କୋରାଇ:ଏକତା ପରିଷଦ ଓ ସେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ୫ଦିନିଆ ଶ୍ରମଦାନ ଶିବିର ।

କୋରାଇ(ସଂକେତ ଖବର):କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡରା ଫଚାୟତସ୍ଥିତ ଣ୍ଡାରା ଗାଁର ଦିଲେଇ ସାହିରେ ଏକତା ପରିଷଦ ଓ ସେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପଂଚଦିନିଆ ଶ୍ରମଦାନ ଶିବିର ଅନୁଷ୍ଠିତ...

ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନର ଅଧିକାରୀ ମାନଙ୍କ କର୍ମଶାଳା ଅନୁଷ୍ଠିତ ।

ଯାଜପୁର, ତା ୧୨ା୩ ( ସଂକେତ ଖବର) ପ୍ରତ୍ୟେକ ପିଲା ତାହାର ପରିବାର ବା ଅଭିଭାବକଙ୍କ ସହ ରହିବା ତାହାର ଅଧିକାର । ତେବେ ଅବହେଳିତ ଓ...

ଅଂଶୁଘାତର ମୁକାବିଲା ପାଇଁ ପ୍ରତ୍ୟେକ ଉତରଦାୟୀ ଭାବେ କାର୍ଯ୍ୟ କରନ୍ତୁ : ଜିଲ୍ଲାପାଳ ।

ଯାଜପୁର, (ସଂକେତ ଖବର) ଗ୍ରୀଷ୍ମ ଋତୁରେ ଅଂଶୁଘାତ ଓ ପ୍ରଚଣ୍ଡ ରୈାଦ୍ରତାପର ମୁକାବିଲା ଏକ ସାମୁହିôକ ଦାୟିତ୍ୱ । ବ୍ୟାପକ ଜନ ସଚେତନତା ଓ ବିଭିନ୍ନ ବିଭାଗର...

You cannot copy content of this page