ତାଜା ଖବର

ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ସିପିଆଇଏମ ପକ୍ଷରୁ ବିକ୍ଷୋଭ।

ଯାଜପୁର(ସଂକେତ ଖବର) ଯାଜପୁର ଜିଲ୍ଲା ସିପିଆଇଏମ କମିଟି ପକ୍ଷରୁ  ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଛି।ଜନସାଧାରଣଙ୍କର ଜୀବନ ଜୀବିକାର ସୁରକ୍ଷା ପାଇଁ ତୁରନ୍ତ ଦରବୃଦ୍ଧି ହ୍ରାସ କରିବା,...

ବରୀ:ମିଳିଲା ନିଖୋଜ ବାପ ପୁଅ ଙ୍କ ଶବ

ବରୀ(ସଂକେତ ଖବର)ବ୍ରାହ୍ମଣୀ ନଦୀର ବନ୍ୟାଜଳରେ ବାପା ଏବଂ ପୁଅ ଭାସିଯାଇ ନିଖୋଜ ହେବା ଘଟଣା। ଗଙ୍ଗାଧରପୁର ନିକଟରୁ ଉଦ୍ଧାର ହେଲା ବାପା ଓ ପୁଅର ମୃତଦେହ ।...

ଖୋଲିଲା ମିର୍ଜାପୁର ଡବଲ ମର୍ଡର ସସପେନ୍ସ, କିନ୍ନର ଙ୍କ ପାଇଁ ହୋଇଥିଲା ହତ୍ୟାକାଣ୍ଡ।

ପାଣିକୋଇଲି(ସଂକେତ ଖବର)ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମିର୍ଜାପୁର ଗାଁ ନିକଟରୁ ମିଳିଥିବା ଦୁଇଟି ମୃତଦେହ ଘଟଣା ଦୁର୍ଘଟଣା ଜନିତ ନୁହେଁ ବରଂ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ...

ଓଡ଼ିଆ ଲୋକଙ୍କ ସ୍ୱାର୍ଥକୁ ଜଗିବ “ବିଶ୍ୱ ଓଡିଶା ସମାଜ”(ବିଓଏସ)

ନୂଆଦିଲ୍ଲୀ(ସଂକେତ ଖବର)ବିଶ୍ଵ ଓଡ଼ିଶା ସମାଜ ( ବିଓସ) ବିଶ୍ଵ ଭରି ଓଡ଼ିଆ ମାନଙ୍କର ସର୍ବାଙ୍ଗୀନ କଲ୍ୟାଣ ସାଧନ ପାଇଁ ଅଭିପ୍ରେତ ବୋଲି ବରେଣ୍ୟ ବକ୍ତା ମାନେ ପ୍ରକାଶ...

ସୁକିନ୍ଦା:ଶିଶୁ ଦିବସ ରୁ ସ୍କାର୍ଟକ୍ଲାସରେ ହେବ ଶିକ୍ଷାଦାନ

ଯାଜପୁର(ସଂକେତ ଖବର)ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷାପ୍ରଦାନ ପାଇଁ ଅଗ୍ରାଧିକାର ଭିତ୍ତିରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ୯ଟି ସ୍କୁଲର ଭିତ୍ତିଭୂମି ବିକାଶ କରୁଛନ୍ତି ଓଡ଼ିଶା ସରକାର। ଗୁଣାତ୍ମକ ଶିକ୍ଷାପ୍ରଦାନ...

ସଂସ୍କୃତିଙ୍କର ଓଡ଼ିଶୀ ନୃତ୍ୟରେ ଝୁମିଲେ ଆମେରିକୀୟ ଦର୍ଶକ

ସାନ୍‍ଫ୍ରାନ୍‍ସିସ୍‍କୋ, (ସଂକେତ ଖବର) : ଯୁବ ଏବଂ ଉଦୀୟମାନ ନୃତ୍ୟାଙ୍ଗନା ସଂସ୍କୃତି ବେବର୍ତ୍ତାଙ୍କର ରସ ଓ ଲାସ୍ୟ ଭରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନରେ ଆମେରିକାର କଳାପ୍ରେମୀ ଜନସାଧାରଣ...

ଯାଜପୁର ରେ ତାଲିବାନ ଶାସନ!ଉଧାର ଟଙ୍କା ସୁଝି ନପାରି 14 ଘଣ୍ଟା ବନ୍ଧକ ରହିବା ପରେ ଯୁବକଙ୍କୁ ଉଦ୍ଧାର କଲା ପୋଲିସ

ଯାଜପୁର(ସଂକେତ ଖବର)ଘରୋଇ ଫାଇନାନ୍ସ କମ୍ପାନୀ ରୁ ଲୋନ ଆଣି ସୁଝି ନ ପାରିବାରୁ ଯୁବକ ଙ୍କୁ ଅପହରଣ କରି ନେଇ ବନ୍ଧକ ରଖିଲେ ଘରୋଇ କମ୍ପାନୀ କର୍ତ୍ତୃପକ୍ଷ।...

ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଗିରଫ,

କଟକ(ସଂକେତ ଖବର)କଟକ କୁଖ୍ୟାତ ଅପରାଧୀ ଧଳସାମନ୍ତ ଭ୍ରାତାଦ୍ୱୟଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଓରଫ ପ୍ରଦୀପ କୁମାର ସାହୁକୁ ଗିରଫ କରାଯାଇଛି। କଟକ ଅର୍ବାନ ପୁଲିସ୍ ତାକୁ ଗିରଫ...

ଖରସ୍ରୋତା ନଦୀରେ ମେଗା ପାଇପ ପାଣି ପ୍ରକଳ୍ପ ସଂପର୍କରେ ମିଛ ତଥ୍ୟ ଦେଇଛନ୍ତି ସରକାର: କଂଗ୍ରେସ

ଭୁବନେଶ୍ୱର(ସଙ୍କେତ ଖବର)କେନ୍ଦ୍ରାପଡ଼ା ଜିଲ୍ଲା ଖରସ୍ରୋତା ନଦୀ ଉପରେ ନିର୍ମାଣ ହେଉଥିବା ମେଗା ପାଇପ ପାଣି ପ୍ରକଳ୍ପ ସଂପର୍କରେ ରାଜ୍ୟବାସୀଙ୍କୁ ମିଛ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ସରକାର...

ଅପେରା ପରିବେଷଣ ସମୟରେ କୋଭିଡ଼ ନିୟମ ଉଲଂଘନ, ତହସିଲଦାର ଙ୍କ ତାଗିଦ।

ଯାଜପୁର(ସଙ୍କେତ ଖବର) ବଡ଼ଚଣା ବ୍ଲକ ଛତିଆଠାରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଯାତ୍ରା ରଙ୍ଗମହଲ ପକ୍ଷରୁ ଅପରାହ୍ନ ୪ଟାଠାରୁ ରାତ୍ର ୮ଟା ଯାଏଁ ହେଉଥିବା ଅପେରା...

You cannot copy content of this page