ଦେଶ ବିଦେଶ

ଭାରତରେ ଥିବା ଚୀନା ଟେଲିକମ୍‌ କମ୍ପାନି ‘ହାୱାଇ’ର ଏକାଧିକ ପ୍ରତିଷ୍ଠାନରେ ଆୟକର ବିଭାଗର ଚଢ଼ାଉ

ନୂଆଦିଲ୍ଲୀ: ଟିକସ ଫାଙ୍କି ତଦନ୍ତର ଅଂଶବିଶେଷ ଭାବେ ଭାରତର ବିଭିନ୍ନ ସ୍ଥାନରେ ଥିବା ଚୀନା ଟେଲିକମ୍‌ କମ୍ପାନି ‘ହାୱାଇ’ର ଏକାଧିକ ପ୍ରତିଷ୍ଠାନରେ ଆୟକର ବିଭାଗ ତଲାସ ଚଳାଇଥିବା...

କାର୍‌ ଚଳାଇ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କ ଘରକୁ ପଶିବାକୁ ଉଦ୍ୟମ କରୁଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ଆଜି କାର୍‌ ଚଳାଇ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କ ବାସଭବନ ମଧ୍ୟକୁ ପ୍ରବେଶ କରିବା ଲାଗି ଉଦ୍ୟମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସ...

ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ସହାୟତା କରାଯାଉଛି  : ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ : ୟୁକ୍ରେନ୍ ସଂକଟ ସମ୍ପର୍କରେ ସଂସଦରେ ବୟାନ ରଖିଛନ୍ତି କେନ୍ଦ୍ର ସରକାର । ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ସବୁପ୍ରକାରର ସହାୟତା ପ୍ରଦାନ କରାଯାଉଛି ବୋଲି...

ଏହି ଭାରତୀୟ ବଂଶୋଦ୍ଭବ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ଋଷି ସୁନକ ବର୍ତ୍ତମାନ ବ୍ରିଟେନର ଅର୍ଥମନ୍ତ୍ରୀ ଅଛନ୍ତି। ଋଷିଙ୍କ ଭାରତ ସହ ଦୃଢ ସମ୍ପର୍କ ଅଛି।...

ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ଋଷ ପ୍ରସ୍ତୁତ, ଆମେରିକୀୟ ଅଧିକାରୀ ତାରିଖ ସଂପର୍କରେ ସୂଚନା ଦେଲେ

ନୂଆଦିଲ୍ଲୀ: ଋଷ ୟୁକ୍ରେନକୁ ଚାରିପଟୁ ଘେରିଛି । ୟୁକ୍ରେନ ରାଜଧାନୀ କ୍ଵିଭରେ ଏହାକୁ ନେଇ ଘନଘନ କୂଟନୈତିକ ଓ ସାମରିକ ବୈଠକ ଚାଲିଛି। ଆମେରିକୀୟ ଗୁଇନ୍ଦା ସଂସ୍ଥାଙ୍କ...

ହିଜାବ୍‌ ପିନ୍ଧୁଥିବା ଝିଅ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ: ଅସଦୁଦ୍ଦୀନ୍‌ ଓୱେସୀ

ନୂଆଦିଲ୍ଲୀ: ହିଜାବ୍‌ ପିନ୍ଧୁଥିବା ଝିଅଟିଏ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ ବୋଲି ଆଜି ଲୋକସଭା ସାଂସଦ ଅସଦୁଦ୍ଦୀନ୍‌ ଓୱେସୀ ଘୋଷଣା କରିଛନ୍ତି। ଆଜି ଟୁଇଟ୍‌ କରିଥିବା ଏକ...

ହିଜାବ୍‌ ବିବାଦ: ଫେବ୍ରୁଆରି ୧୪ରୁ ୧୯ ଯାଏ କର୍ଣ୍ଣାଟକର ଉଡୁପୀର ସମସ୍ତ ହାଇସ୍କୁଲ୍‌ ଚାରିପଟେ ୧୪୪ ଧାରା ଜାରି

ବେଙ୍ଗାଲୁରୁ: ହିଜାବ୍‌ ବିବାଦ ବାତାବରଣରେ କର୍ଣ୍ଣାଟକର ଉଡୁପୀ ଜିଲ୍ଲାର ସମସ୍ତ ହାଇସ୍କୁଲ୍‌ ଚତୁର୍ପାଶ୍ବରେ ୧୪୪ ଧାରା ଜାରି କରାଯାଇଛି। ଫେବ୍ରୁଆରି ୧୪ ତାରିଖ ସୋମବାର ସକାଳ ୬ଟାରୁ...

ଅଷ୍ଟ୍ରେଲୀୟ ବୈଦେଶିକ ମନ୍ତ୍ରୀଙ୍କୁ ବିରାଟ କୋହଲି ଦସ୍ତଖତ କରିଥିବା ବ୍ୟାଟ୍ ଉପହାର ଦେଲେ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ମେଲ୍‌ବର୍ଣ୍ଣ: ଶୁକ୍ରବାର ଦିନ ‘କ୍ବାଡ୍‌’ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଷ୍ଟ୍ରେଲୀୟ ବୈଦେଶିକ ମନ୍ତ୍ରୀ ମାରିଜ୍‌ ପାଏନ୍‌ଙ୍କୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ବିରାଟ କୋହଲି...

ନିର୍ବାଚିତ ହେଲେ ଉତ୍ତରାଖଣ୍ଡରେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ଡ୍ରାଫ୍‌ଟ୍‌ କରିବାକୁ କମିଟି ଗଠନ କରିବ ‘ବିଜେପି’ ସରକାର: ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌: ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଆଉ ଦୁଇ ଦିନ ବାକି ଥିବା ବେଳେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ‘ବିଜେପି’ ନେତା ପୁଷ୍କର ସିଂହ ଧାମୀ ଘୋଷଣା...

ବଜେଟ୍‌ରେ ଘୋଷିତ ୭.୫ ଲକ୍ଷ କୋଟି ଟଙ୍କା ବ୍ୟୟ କର୍ମସଂସ୍ଥାନ ସୃଷ୍ଟି କରିବ: ଅର୍ଥମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ: ବଜେଟ୍‌ରେ ଘୋଷିତ ୭.୫ ଲକ୍ଷ କୋଟି ଟଙ୍କା ବ୍ୟୟ କର୍ମସଂସ୍ଥାନ ସୃଷ୍ଟି କରିବ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।ଲୋକସଭାରେ ‘କେନ୍ଦ୍ର ବଜେଟ୍‌ ୨୦୨୨-୨୩’...

You cannot copy content of this page