Main Story

Editor’s Picks

ଯାଜପୁର ଖବର

ବନ୍ୟାଞ୍ଚଳରେ କୁମ୍ଭୀର ଆତଙ୍କ,ନଦୀ କୂଳରେ ବୁଲୁଛି କୁମ୍ଭୀର

ଯାଜପୁର(ସଙ୍କେତ ଖବର): ଯାଜପୁର ଦଶରଥପୁର ଦତ୍ତପୁର ପଂଚାୟତ ବନ୍ୟାଞ୍ଚଳରେ କୁମ୍ଭୀର ଆତଙ୍କ । ବାଲିପାଟଣା ଏବଂ ହେମନ୍ତପୁର ଗ୍ରାମ ଦେଇ ପ୍ରବାହିତ ବୈତରଣୀ ନଦୀ କୂଳରେ ବୁଲୁଛି...

ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

କନ୍ଧମାଳ(ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଫୁଲବାଣୀ ସ୍ଥିତ ସାମ୍ବାଦିକ ଭବନରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଏବଂ କ୍ୟାମେରାମ୍ୟାନ ମାନଙ୍କୁ ରାସନ ସାମଗ୍ରୀ...

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ଦେଢ଼ କ୍ୱିଣ୍ଟାଲ୍ ଗଞ୍ଜେଇ ସହ ଜଣେ ଗିରଫ

ବାଲିଗୁଡ଼ା (ସଙ୍କେତ ଖବର): ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ବାଲିଗୁଡ଼ା ଥାନା ଖମନଖୋଲ ପଞ୍ଚାୟତର ଡୁବୁଲିପଦର ଗ୍ରାମରେ ଚଢ଼ାଉ କରି ଦେଢ଼ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରି...

ଢାବାରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ଜଣେ ଗିରଫ

ବଲାଙ୍ଗୀର (ସଙ୍କେତ ଖବର): ଖୋର୍ଦ୍ଧା ୫୭ନମ୍ବର ଜାତୀୟ ରାଜପଥର ଏକ ଢାବା ଉପରେ ଚଢ଼ଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିବା ସହ ଜଣକୁ...

ପୋଖରୀରେ ବୁଡି ମା ଓ ଝିଅ ମୃତ୍ୟୁ

ଯାଜପୁର (ସଙ୍କେତ ଖବର): ଯାଜପୁର ମଙ୍ଗଳପୁର ଥାନା ଥାଲକୁଡ଼ି ପଞ୍ଚାୟତ ଦକ୍ଷିଣବନ୍ଧ ଗ୍ରାମ ମହାନ୍ତିପାଟଣାରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀକୁ ଗାଧୋଇବାକୁ ଯାଇ ମା’...

ଓଡ଼ିଶାକୁ ବାତ୍ୟା “ୟାସ” କ୍ଷୟକ୍ଷତି ବାବଦକୁ ୫୦୦ କୋଟି ଘୋଷଣା

ଭୂବନେଶ୍ୱର (ସଙ୍କେତ ଖବର): ବାତ୍ୟା “ୟାସ” କ୍ଷୟକ୍ଷତି ବାବଦକୁ ଓଡ଼ିଶାକୁ ମିଳିବ ୫ଶହ କୋଟିର କେନ୍ଦ୍ରୀୟ ସହାୟତା। ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି...

ସାମ୍ବାଦିକଙ୍କ ପ୍ରତି ପୁଲିସ ର ଦୁର୍ବ୍ୟବହାର ଘଟଣା: ପ୍ରତିବାଦ କରାଯିବା ପାଇଁ ନିଷ୍ପତି

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ସାମ୍ବାଦିକ  ମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା ବେଳେ ସାମ୍ବାଦିକ ପେଷା ଓ କାର୍ଯ୍ୟ ଦକ୍ଷତାକୁ ନେଇ ସଙ୍କଟ...

ଗଡମଧୁପୁର ଓ ଜେନାପୁର ଅଂଚଳର ଲୋକଙ୍କ ବଢୁଛି ଦୁର୍ଦ୍ଦଶା

ଯାଜପୁର(ସଙ୍କେତ ଖବର): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡମଧୁପୁର ଏବଂ ଜେନାପୁର ଠାରେ ଥିବା ଦୁଇଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷ ଧରି ଡାକ୍ତର ପଦବୀ...

ବିଂଝାରପୁର ରେ ଡାକସେବା ବନ୍ଦ। ଗ୍ରାହକଙ୍କ ଅସନ୍ତୋଷ

ଯାଜପୁର (ସଙ୍କେତ ଖବର): ଯାଜପୁର ଜିଲ୍ଲା ବିଂଝାରପୁର ରେ ଥିବା ମୁଖ୍ୟ ଡାକଘରର ଡାକସେବା ଦୀର୍ଘ ୧୫ ଦିନହେଲା ଠପ୍ ହୋଇଯାଇଛି । ଯାହା ଫଳରେ ଗ୍ରାହକ...

ତୁମୁଡ଼ିବନ୍ଧ ବ୍ଲକ ଯୁବ ବିଜେଡ଼ି ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବାଲିଗୁଡା (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଯୁବ ବିଜେଡ଼ି ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତାଭାବ...

You cannot copy content of this page